ଜାତୀୟରାଜନୀତି

ବିବାଦୀୟ ବୟାନ ଦେବା ପରେ ଅଡୁଆରେ ବିଜେପି ନେତା ଦିଲ୍ଲୀପ ଘୋଷ

ବିବାଦୀୟ ବୟାନ ଦେବା ପରେ ଅଡୁଆରେ ବିଜେପି ନେତା ଦିଲ୍ଲୀପ ଘୋଷ । ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କ ଉପରେ ଆପତିଜନକ ଟିପ୍ପଣୀ ଦେବା ପରେ ଦିଲ୍ଲୀପଙ୍କୁ ଏବେ ନୋଟିସ ପଠାଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ।

ସେହିପରିକଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେଟଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ପଠାଇଛନ୍ତି । ବିଜେପିର ପ୍ରାର୍ଥୀ କଙ୍ଗନା ରାଣାୱତଙ୍କ ନାଁରେ ଆପତିଜନକ ଟିପ୍ପଣୀ ଓ ବିବାଦୀୟ ଫଟୋ ପୋଷ୍ଟକୁ ନେଇ ନୋଟିସ ପଠାଇଛନ୍ତି ନିର୍ବାଚନ କମିଶନ ।

Related Articles

Back to top button
WP Twitter Auto Publish Powered By : XYZScripts.com