
ଭାରତୀୟ ବଜାରରେ ଟୁ ଇ-ହ୍ୱିଲରସେଗମେଣ୍ଟରେ ଲଗାତାର ଭାବେ ନୂଆ ନୂଆ ଫ’ିଚରସ ର ଜୋଡି ହେଉଛି । ଆଉ ଏକ୍ଷେତ୍ରରେ ଦିପାଦ ଆଗେଇଛି ଭାରତୀୟ ବଜାର ।
ଲଂଚ ହୋଇଛି ନୂତନ ଇଲେକ୍ଟ୍ରିକ୍ ବାଇକ୍ ଅର୍କ୍ସା ମେଣ୍ଟିସ୍ କମ୍ପାନୀ ଏହି ବାଇକ୍ରେ ୬ ବର୍ଷ ଧରି କାମ କରୁଥିଲା ଜ୍ଝ ୨୦୧୯ ରେ ଇଣ୍ଡିଆ ବାଇକ୍ ସପ୍ତାହ (ଆଇବିଡବ୍ଲୁ) ରେ ଅର୍କ୍ସା ଏନର୍ଜି ମାନ୍ଟି ପ୍ରଦର୍ଶନ କରିଥିଲେ ଜ୍ଝ ଏହି ବାଇକ୍ ଏକ୍ସ ସୋ’ରୁମ୍ ମୂଲ୍ୟରେ ୩.୬୦ ଲକ୍ଷ ଟଙ୍କା ଲଞ୍ଚ କରାଯାଇଛି।
ତେବେ ଏହାର ପ୍ରାଇମ ଅନୁଯାୟୀ ଏହା ଅଲଟ୍ରାଭାଓଲେଟ ଏଫ୭୭କୁ ଟକ୍କର ଦେଉଛି । ଆକଷୀଣୀୟ ଡିଜାଇନ ସାଙ୍ଗକୁ ବାଇକଟି ଅବିକଳ କୀଟ ଆକୃତିର ହୋଇଛି ।
ଏହାର ହେଡଲାଇଟର ଡିଜାଇନ ଏଭଳି ହୋଇଛି ଯେ, ଯେଉଁଥିରେ ଆପଣଙ୍କ ଚେହେରା ବିଲକୁଲ ସଫା ଦେଖାଯିବ । କମ୍ପନୀ ପକ୍ଷରୁ ବାଇକର ଡିଜାଇନକୁ ଏଭଳି କରାଯାଇଛି ଯେ ଯାହାକି ବାଇକଟି ଦ୍ରୁତ ଗତିରେ ଚାଲିପାରିବ । ବତ୍ତାମାନ ସମୟରେ ଏହା ହେଉଛି ଦେଶରେ ଥିବା ବାଇକ ମଧ୍ୟରେ ସବୁଠୁ ଫାଷ୍ଟ ଇଲେକ୍ଟ୍ରି ମୋଟର ସାଇକେଲ ଭିତରୁ ଅନ୍ୟତମ ।
କାରଣ ଏହା ୮.୯ ସେକେଣ୍ଡରେ ୧୦୦କିମି ଗଢଡିବାର କ୍ଷମତା ରଖିଛି । ୨.୭ ସେକେଣ୍ଡରେ ୨୦କିମି ପର୍ଯ୍ୟନ୍ତ ଯାଇପାରୁଥିଲାବେଳେ ୬.୨ସେକେଣ୍ଡରେ ୨୦ରୁ ୧୦୦କିମି ପର୍ଯ୍ୟନ୍ତ ଯାଇପାରିବ । ଏଥିରେ ଆଗ୍ରେସିଭ ହେଡଲାଇଟ୍, ସ୍କଲ୍ପଟେଡ ଟ୍ୟାଙ୍କ,ମଣ୍ଟିସ ଟେଲିସ୍କେପିକ ଫଂଟସ, ଏଲଇଡ ଲାଇଟ, ଡିସ୍କ ବ୍ରେକ , ବିଭାଜିତ ସିଟ୍ ଆଦି ରହିଛି ।