ଅନ୍ୟାନ୍ୟ

୮ ଜଣ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କ ଫାଶୀ ଦଣ୍ଡାଦେଶକୁ ହଟାଇ ଦିଆଯାଇପାରେ

କତାରରୁ ଏକ ବଡ ଖବର ଆସିଛି। ୮ ଜଣ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କ ଫାଶୀ ଦଣ୍ଡାଦେଶକୁ ହଟାଇ ଦିଆଯାଇପାରେ। ଗତ ବର୍ଷ ଏହି ପୂର୍ବତନ ନୌସେନା କର୍ମଚାରୀଙ୍କୁ ଗିରଫ କରାଯାଇଥିଲା।

ଏବେ ମୃତ୍ୟୁଦଣ୍ଡ ବିରୋଧରେ ଦାଖଲ ହୋଇଥିବା ଅପିଲକୁ ଗ୍ରହଣ କରିବାକୁ କତାର କୋର୍ଟ ରାଜି ହୋଇଛନ୍ତି। ୨୬ ଅକ୍ଟୋବରରେ କତାର କୋର୍ଟ ଏହି ଭାରତୀୟମାନଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ।

Related Articles

Back to top button