Featuredଓଡ଼ିଶା

ଶ୍ରୀମନ୍ଦିରର ଚାଲିଛି ସୌନ୍ଦର୍ଯ୍ୟକରଣ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭିତରେ ଥିବା ମଠ ଓ ମନ୍ଦିରର ଚାଲିଛି ସୌନ୍ଦର୍ଯ୍ୟକରଣ। ଆସନ୍ତା ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ।

ଏହା ପୂର୍ବରୁ ପରିକ୍ରମା ପ୍ରକଳ୍ପ ଭିତରେ ଥିବା ପ୍ରାୟ ୨୦ରୁ ଅଧିକ ମଠକୁ ପୂର୍ଣ୍ଣାଙ୍ଗ ରୂପ ଦିଆଯିବ। ଜଗନ୍ନାଥ ସଂସ୍କୃତି ତଥା ଉତ୍କଳୀୟ ପରମ୍ପରା ଆଧାରିତ ଡିଜାଇନ ଅନୁସାରେ ମଠର ନବୀକରଣ ଚାଲିଥିବା ବେଳେ, ପ୍ରାଥମିକ ସ୍ତରରେ ମଠର ଆଉଟର, ଗ୍ରାଉଟିଙ୍ଗ, ପ୍ଲାଷ୍ଟରିଂ ଭଳି ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ଜାରି ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com