Featuredଅନ୍ୟାନ୍ୟ

ଅଟକିଗଲା ଉଦ୍ଧାର କାର୍ଯ୍ୟ

ଉତ୍ତରକାଶୀ ଟନେଲ ଉପରେ ରହିଛି ସାରା ଦେଶବାସୀଙ୍କ ନଜର। ସୁଡ଼ଙ୍ଗ ଭିତରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଥିବା ବେଳେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି।

ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟକିଯାଇଛି ଏହି ଉଦ୍ଧାର କାର୍ଯ୍ୟ। କେବେ ସମସ୍ତ ଶ୍ରମିକ ସୁଡ଼ଙ୍ଗରୁ ବାହାରିବେ ସେନେଇ କାହା ପାଖରେ କୌଣସି ଉତ୍ତର ନାହିଁ। ଡ୍ରିଲିଂ ବେଳେ ଅଗର ମେସିନ୍ ଭାଙ୍ଗିଯିବାରୁ ଖନନ କାର୍ଯ୍ୟରେ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।

Related Articles

Back to top button