Featuredଓଡ଼ିଶାଜାତୀୟ

ଓଡିଶାରେ ଆଇନ୍‌ଜୀବୀ ଆନ୍ଦୋଳନ ପ୍ରତ୍ୟାହାର ନକରିବାରୁ ଖପ୍ପା ହେଲେ ସୁପ୍ରିମକୋର୍ଟ

ଓଡିଶାରେ ଆଇନ୍‌ଜୀବୀ ଆନ୍ଦୋଳନ ପ୍ରତ୍ୟାହାର ନକରିବାରୁ ଖପ୍ପା ହେଲେ ସୁପ୍ରିମକୋର୍ଟ । ଆନ୍ଦୋଳନରତ ଆଇନଜୀବୀଙ୍କର ଲାଇସେନ୍ସ ପ୍ରତ୍ୟାହର କରିବାକୁ ବାର୍‌ ଆସୋସିଏସନ୍‌ ଅଫ ଇଣ୍ଡିଆକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ସେହିପରି ରାଜ୍ୟରେ ଅତିରିକ୍ତ ହାଇକୋର୍ଟ ପ୍ରତିଷ୍ଠା ଦାବିକୁ ନାପସନ୍ଦ କରିଛନ୍ତି ସୁପ୍ରିମକୋର୍ଟ । ଏହାପରେ ବି ଯଦି ଆନ୍ଦୋଳନ ବନ୍ଦ ନହୁଏ, ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶାନାମା ଜାରି କରିଛନ୍ତି ସୁପ୍ରିମକୋର୍ଟ । ଏଥିପାଇଁ ସମସ୍ତ ଜିଲ୍ଲା ପ୍ରଶାସନକୁ ସୁରକ୍ଷା ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

Related Articles

Back to top button
WP Twitter Auto Publish Powered By : XYZScripts.com