ଜାତୀୟ

ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଭେଟିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ

ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଭେଟିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ। କେଜରିଓ୍ବାଲଙ୍କ ସହ ସାକ୍ଷାତକାର କରିବା ପାଇଁ ଅନୁମତି ମିଳିଛି। ଏହି ଅନୁମତି ଜେଲ୍ କର୍ତ୍ତୃପକ୍ଷ ଦେଇଛନ୍ତି ।

ଆସନ୍ତା ୧୫ ତାରିଖରେ ଦୁଇ ମୁଖ୍ଯମନ୍ତ୍ରୀ ପରସ୍ପରକୁ ଭେଟିବେ ବୋଲି ସୂଚନା ମିଳିଛି। ଭଗଓ୍ବନ୍ତଙ୍କ ଗସ୍ତ ଲାଗି ତିହାର ଜେଲ କର୍ତ୍ତୃପକ୍ଷ, ଦିଲ୍ଲୀ ପୋଲିସ ଓ ପଞ୍ଜାବ ପୋଲିସ ନିରାପତ୍ତା ପ୍ରସଙ୍ଗରେ ସମୀକ୍ଷା କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com