ଜାତୀୟ

ଭାରତର ଅନେକ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା କରିବା ଉଦ୍ଦେଶ୍ୟରେ ଅନ୍ୟ ଦେଶକୁ ଯାଆନ୍ତି

ଭାରତର ଅନେକ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା କରିବା ଉଦ୍ଦେଶ୍ୟରେ ଅନ୍ୟ ଦେଶକୁ ଯାଆନ୍ତି। ହେଲେ ରିପୋର୍ଟରେ କୁହାଯାଇଛି କି ୨୦୧୮ ମସିହା ପରଠୁ ବିଦେଶକୁ ପାଠ ପଢିବାକୁ ଯାଇଥିବା ପିଲାମାନଙ୍କ ମଧ୍ୟରୁ ୪୦୩ ଜଣଙ୍କର ବିଭିନ୍ନ କାରଣରୁ ମୃତ୍ୟୁ ହୋଇଛି।

ବିଶ୍ୱର ୩୪ଟି ଦେଶକୁ ପାଠ ପଢିବାକୁ ଯାଇ ମୃତ ଅବସ୍ଥାରେ ଫେରିଛନ୍ତି ୪୦୩ ପିଲା। ତେବେ ୩୪ଟି ଦେଶ ମଧ୍ୟରୁ ସର୍ବାଧିକ ୯୧ ଜଣ ଭାରତୀୟ ଛାତ୍ରଛାତ୍ରୀ କେବଳ କାନାଡାରେ ମୃତ୍ୟୁ ବରଣ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com