ଅନ୍ତର୍ଜାତୀୟ

କୃତ୍ରିମ ବର୍ଷା ପାଇଁ ୩୫ କୋଟି

ଦୀର୍ଘ ଦିନ ଧରି ପାକିସ୍ତାନ ଏକ ଗଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହା ସତ୍ତ୍ୱେ ପ୍ରାୟ ୩୫ କୋଟି ଟଙ୍କା ଖର୍ଚ୍ଚ କରି ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଲାହୋରରେ କୃତ୍ରିମ ବର୍ଷା ପାଇଁ ସରକାର ଯୋଜନା କରୁଛନ୍ତି।

ଏଥିପାଇଁ ପାକିସ୍ତାନ ସରକାର ଚାଇନାଠାରୁ ସାହାଯ୍ୟ ନେବାକୁ ପ୍ରସ୍ତୁତ ହେଉଛନ୍ତି। ଦେଶର ପଞ୍ଜାବ ପ୍ରଦେଶର ରାଜଧାନୀ ବର୍ତ୍ତମାନ ଦୁନିଆର ସବୁଠାରୁ ପ୍ରଦୂଷିତ ସହର ମଧ୍ୟରୁ ଅନ୍ୟତମ। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com