ମନୋରଞ୍ଜନ

ଦୀପିକା ପାଦୁକୋନ ଟ୍ରୋଲ୍‌

ଅଭିନେତ୍ରୀ ଦୀପିକା ପାଦୁକୋନ ଟ୍ରୋଲ୍‌ ହୋଇ ଚାଲୁଛନ୍ତି। ପ୍ରଥମେ ‘କଫି ଉଇଥ୍‌ କରଣ’ର ସିଜିନ୍‌ ୮ରେ ସ୍ବାମୀ ରଣବୀର ସିଂହ ଓ ତାଙ୍କ ସଂପର୍କକୁ ନେଇ ଦେଇଥିବା ବିବାଦୀୟ ବୟାନକୁ ନେଇ ଟ୍ରୋଲ୍‌ ହୋଇଥିଲେ ଦୀପିକା।

ପରେ ବିଶ୍ବକପ୍‌ ମ୍ୟାଚ୍‌ରେ , ଏବେ ସେ ଏକ କ୍ରିମ୍‌କୁ ନେଇ ଟ୍ରୋଲ୍‌ ହେଉଛନ୍ତି।ଦୀପିକାଙ୍କ କମ୍ପାନି ଆଖି ତଳେ ଲଗାଇବାକୁ ଏକ ୧୫ ଏମ୍‌ଏଲ୍‌ର କ୍ରିମ୍‌କୁ ୨୪୦୦ ଟଙ୍କାରେ ବିକ୍ରିକରୁଛି। ଏହାର ଦରକୁ ନେଇ ଚାଲିଛି ବଡ଼ ଚର୍ଚ୍ଚା।

Related Articles

Back to top button