ମନୋରଞ୍ଜନ

କିଙ୍ଗ୍‌ ଖାନ୍‌ ଶାହାରୁଖ୍ ଚାରିବର୍ଷର ବ୍ରେକ୍‌ ପରେ ‘ପଠାନ୍’ ଫିଲ୍ମ ମାଧ୍ୟମରେ ବଡ଼ ପରଦାକୁ ଫେରିଥିଲେ

କିଙ୍ଗ୍‌ ଖାନ୍‌ ଶାହାରୁଖ୍ ଚାରିବର୍ଷର ବ୍ରେକ୍‌ ପରେ ‘ପଠାନ୍’ ଫିଲ୍ମ ମାଧ୍ୟମରେ ବଡ଼ ପରଦାକୁ ଫେରିଥିଲେ। ଏହି ଫିଲ୍ମ ବକ୍ସ ଅଫିସ୍‌ରେ ସୁପର୍‌ହିଟ୍ ସାବ୍ୟସ୍ତ ହୋଇଥିଲା। ତେବେ ‘ପଠାନ୍-୨’, ‘ଟାଇଗର୍ ଭର୍ସେସ୍‌ ପଠାନ୍‌’ର ପୂର୍ବ କାହାଣୀ ହେବ।

ଇତିମଧ୍ୟରେ ଆଦିତ୍ୟଙ୍କ ଟିମ୍‌ ‘ପଠାନ୍-୨’ ଉପରେ କାମ କରିବା ଆରମ୍ଭ କରି ଦେଇଛନ୍ତି। ଏହାର ସୁଟିଂ ଆସନ୍ତା ଡିସେମ୍ବରରୁ ଆରମ୍ଭ ହେବ। ତେବେ ‘ଡଙ୍କି’ ପରେ ଶାହାରୁଖ୍‌ଙ୍କ ପରବର୍ତ୍ତୀ ଫିଲ୍ମ ‘ପଠାନ୍-୨’ ହେବ ବୋଲି କୁହାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com