ମନୋରଞ୍ଜନ

ଆମରଣ ଅନଶନ ଭାଙ୍ଗିଲେ

ଆମରଣ ଅନଶନରୁ ଭାଙ୍ଗିଲେ ପ୍ରଯୋଜିକା ସନଲିସା ପଟେଲ। କିନ୍ତୁ ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଧାରଣା ମଙ୍ଗଳବାର ପର୍ଯ୍ୟନ୍ତ ଜାରି ରହିବ ବୋଲି କହିଛନ୍ତି ସନଲିସା।

ଭୁବନେଶ୍ୱର ଲୋୟର ପିଏମଜିରେ ସେ ଧାରଣାରେ ବସିଥିବା ବେଳେ ସେଠାରେ ମହାଶ୍ୱେତା ରାୟଙ୍କ ସମେତ ବହୁ ବିଶିଷ୍ଟ କଳାକାର ପହଞ୍ଚିଥିଲେ।ଓଡ଼ିଆ ଫିଲ୍ମର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଏକାଧିକ ଦାବି ରଖିଥିବା ସନଲିଶାଙ୍କୁ ଆଜି କଂଗ୍ରେସ ଓ ବିଜେପିର ସମର୍ଥନ ମିଳିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com