ଅନ୍ତର୍ଜାତୀୟ

୫୮ ଜଣ ପଣବନ୍ଦୀ ମୁକ୍ତ

ଗାଜା-ଇସ୍ରାଏଲ ଯୁଦ୍ଧ ବିରତିର ଚତୁର୍ଥ ଦିନ। ତୃତୀୟ ଦିନରେ ୧୭ ପଣବନ୍ଦୀଙ୍କୁ ମୁକ୍ତ କରିଛନ୍ତି ହମାସ ଆତଙ୍କୀ। ମୁକ୍ତି ପାଇଥିବା ପଣବନ୍ଦୀଙ୍କ ମଧ୍ୟରେ ଜଣେ ୪ ବର୍ଷର ଇସ୍ରାଏଲ-ଆମେରିକୀୟ ଶିଶୁ ରହିଛି।

୧୭ ଜଣଙ୍କ ମଧ୍ୟରେ ୧୩ ଇସ୍ରାଏଲ ନାଗରିକଙ୍କ ସହ ଥାଇଲାଣ୍ଡର ୩ ଏବଂ ଜଣେ ରୁଷ ନାଗରିକ ଅଛନ୍ତି।ସେପଟେ ତୃତୀୟ ଦିନରେ ଇସ୍ରାଏଲ ୩୯ ଜଣ ପାଲେଷ୍ଟିନୀୟ ବନ୍ଦୀଙ୍କୁ ମୁକ୍ତ କରିଛି। ବର୍ତ୍ତମାନ ସୁଦ୍ଧା ହମାସ ୫୮ ଜଣ ପଣବନ୍ଦୀଙ୍କୂ ମୁକ୍ତ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com