ଅନ୍ତର୍ଜାତୀୟ

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବାର ନାଁ ହେଉନାହିଁ

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବାର ନାଁ ହେଉନାହିଁ । ଗାଜାରେ ଲଗାତାର ଆକ୍ରମଣ କରି ଇସ୍ରାଏଲ୍ କ୍ରମାଗତ ଭାବେ ହମାସର ଆଡ୍ଡା ସବୁକୁ ଖୋଜି ଖୋଜି ନଷ୍ଟ ନଷ୍ଟ କରୁଛି ।

ଏହି ସମୟରେ, ହମାସକୁ ଶେଷ କରିବା ପାଇଁ ଇସ୍ରାଏଲ ଏକ ନୂତନ ଯୋଜନା ପ୍ରସ୍ତୁତ କରିଛି । ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ (WSJ) ର ଏକ ରିପୋର୍ଟରେ କୁହାଯାଇଛି ଯେ ଗାଜା ଷ୍ଟ୍ରିପରେ ହମାସର ଟନେଲର ନେଟୱାର୍କକୁ ଇସ୍ରାଏଲ୍ ପାଣି ଭର୍ତ୍ତି କରି ବନ୍ୟା ପରିସ୍ଥିତି ସୃଷ୍ଟି କରିବାକୁ ଯୋଜନା କରୁଛି ଏବଂ ଏଥିପାଇଁ ଗାଜାରେ ବଡ଼ ବଡ଼ ପମ୍ପ ଏକାଠି କରିବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com