ମନୋରଞ୍ଜନ
କାଜୋଲ -ରାନୀଙ୍କ ଯୋଡି
![](https://i0.wp.com/odia.mobilenews24x7.com/wp-content/uploads/2023/11/Rani-Mukerji-and-Kajol-380x214-1.jpg?resize=380%2C214&ssl=1)
କରଣ ଜୋହରଙ୍କ ଶୋ କଫି ଓ୍ବିଥ କରଣ ୮ ଆଜିକାଲି ଖୁବ ଚର୍ଚ୍ଚାରେ। ଟକ ସୋ ବର୍ତ୍ତମାନ ପରବର୍ତ୍ତୀ ଏପିସୋଡ ପାଇଁ ପ୍ରସ୍ତୁତ ହେଉଛି, ଯେଉଁଥିରେ କାଜୋଲ ଏବଂ ରାନୀ ମୁଖାର୍ଜୀଙ୍କ ଯୋଡି ଦେଖାଯିବ।
ଅଭିନେତ୍ରୀମାନେ ଚଳଚ୍ଚିତ୍ର ବିଷୟରେ ଆଲୋଚନା କରିଥିଲେ, ପରସ୍ପର ବିଷୟରେ ଅନେକ କିଛି କଥା ବାଣ୍ଟିଥିଲେ ଏବଂ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ। ନଭେମ୍ବର ୨୭ରେ, କରଣ ସିଜନ ୮ସହିତ ଏହାର ପରବର୍ତ୍ତୀ ଏପିସୋଡର ପ୍ରୋମୋ ରିଲିଜ କରିଛି।