ଅନ୍ତର୍ଜାତୀୟ

ସିଗାରେଟ ବ୍ୟାନ୍ ହଟେଇବେ

ବିଶ୍ୱର ପ୍ରଥମ ଦେଶ ଭାବେ ସିଗାରେଟ ବ୍ୟାନ୍ କରିଥିବା ନ୍ୟୁଜିଲାଣ୍ଡ ସରକାର ଏହି ପ୍ରତିବନ୍ଧକକୁ ହଟାଇବାକୁ ଯାଉଛନ୍ତି। ଦେଶରେ କର ସଂଗ୍ରହ ହ୍ରାସ ପାଉଥିବା ଚିନ୍ତା ଦର୍ଶାଇ ନୂତନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଦେଶରେ ଥିବା ଜସିଣ୍ଡା ଜାକିଣ୍ଡା ଆର୍ଡର୍ଣ୍ଣଙ୍କ ପୂର୍ବ ସରକାର ଏହି ନିୟମ ଆଣିଥିଲେ।

ଯୁବଗୋଷ୍ଠୀ ମାନଙ୍କୁ ଧୁମ୍ରପାନ ଠାରୁ ଦୂରରେ ରଖିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଥିଲେ। ତେବେ ବର୍ତ୍ତମାନ ସରକାରଙ୍କର ଏହି ନିଷ୍ପତ୍ତିକୁ ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ସମାଲୋଚନା କରିଛନ୍ତି।

Related Articles

Back to top button