ରାଜନୀତି

ଘରକୁ ଫେରିବେ ବିଦ୍ରୋହୀ

ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଥିବା ଭାଜପା ଏହାର ରଣନୀତିକୁ ଅଧିକ ସୁଦୃଢ଼ କରିବାକୁ ଚେଷ୍ଟା କରୁଛି। ଏଥିପାଇଁ ଉତ୍ତରପ୍ରଦେଶ ପୌରପରିଷଦ ନିର୍ବାଚନରେ ବହିଷ୍କୃତ ହୋଇଥିବା ୫ ହଜାରରୁ ଅଧିକ ବିଦ୍ରୋହୀ ଘରକୁ ଫେରିବାକୁ ଯାଉଛନ୍ତି।

ସୋମବାର ଲକ୍ଷ୍ନୌର ପାର୍ଟି ମୁଖ୍ୟାଳୟରେ ଡେପୁଟି ସିଏମ ବ୍ରଜେଶ ପାଠକଙ୍କ ଉପସ୍ଥିତିରେ ଅୱଧ ଅଞ୍ଚଳରୁ ଭାଜପାରୁ ୬ ବର୍ଷ ପାଇଁ ବହିଷ୍କୃତ ହୋଇଥିବା ବିଦ୍ରୋହୀଙ୍କୁ ଫେରାଇ ଅଣାଯିବ। ସେହିଭଳି ଅନ୍ୟ ଅଞ୍ଚଳର ବିଦ୍ରୋହୀମାନେ ମଧ୍ୟ ଘରକୁ ବାହୁଡିବେ।

Related Articles

Back to top button
WP Twitter Auto Publish Powered By : XYZScripts.com