ଜୀବନଶୈଳୀ

ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

 ଭୁବନେଶ୍ୱର, ୧୮/୦୮/୨୦୨୨-  ଲଘୁଚାପ ଜନିତ ପ୍ରବଳ ବର୍ଷା ପରେ ରାଜ୍ୟରେ ଏବେ ବନ୍ୟାସ୍ଥିତି ଉଦ୍ବେଗଜନକ ରହିଛି । ପ୍ରଶାସନକୁ ବନ୍ୟା ପାଇଁ  ସମସ୍ତ ଦାୟିତ୍ୱ ବୁଝିବାକୁ ପରାମର୍ଶ ଦେଇଥିଲେ ସୁଦ୍ଧା ରାଜ୍ୟର ଏଭଳି ସମୟରେ ଆକାଶ ମାର୍ଗରୁ ୫ଟି ଜିଲ୍ଲାର ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁରୁବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ସହିତ ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ୫- ଟି ସଚିବ ଭି କେ ପଣ୍ଡିୟାନ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com