ଓଡ଼ିଶା

ଶ୍ବଶୁରଙ୍କୁ ବୋହୂ ଦେଲେ ମୁଖାଗ୍ନି : ପୁଅ ଆସିଲାନି

ଶ୍ବଶୁରଙ୍କୁ ବୋହୂ ଦେଲେ ମୁଖାଗ୍ନି। ପୁଅ ଆସିଲାନି, ବୋହୂ ଦେଲେ ମୁଖାଗ୍ନି। ଗଜପତି ଜିଲ୍ଲା କାଶୀନଗର ଏନଏସି ୧୨ ନମ୍ବର ୱାର୍ଡର ବ୍ୟବସାୟୀ ନିରଞ୍ଜନ ବେହେରାଙ୍କ ପରଲୋକ ହୋଇଥିଲା।

ତାଙ୍କ ପତ୍ନୀ, ବୋହୂ ଓ ନାତି ପାଖରେ ରହୁଥିଲେ। କିନ୍ତୁ ପୁଅ ଶାନ୍ତନୁ ବେହେରା ଅନ୍ୟ ଏକ ଝିଅକୁ ପ୍ରେମ ବିବାହ କରି ଘରୁ ବାହାରକୁ ଚାଲିଯାଇଥିଲା। ପୁଅ ଶାନ୍ତନୁ ନଆସିବାରୁ ପ୍ରଥମ ବୋହୂ ଜୟନ୍ତୀ ନାୟକ ଓ ନାତି ମୁଖାଗ୍ନି ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com