ଓଡ଼ିଶା

ଭରତପୁର ଅଞ୍ଚଳରେ ପୁଲିସର ଚଢ଼ାଉ: ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ମାଆପୁଅ ଗିରଫ

ଭୁବନେଶ୍ୱର() ରାଜଧାନୀର ଭରତପୁର ଅଞ୍ଚଳରେ ପୁଲିସ ପକ୍ଷରୁ ଚଢାଉ କରାଯାଇ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବାର ସୂଚନା ମିଳିଛି। ଏଥିସହ ଏହି ଘଟଣାରେ ଜଡ଼ିତ ମାଆପୁଅଙ୍କୁ ଭରତପୁର ଥାନା ପୁଲିସ ଗିରଫ କରିଛି।

ମା ଓ ପୁଅ ଦୁହେଁ ଭରତପୁର ଘରେ ଗଞ୍ଜେଇ ରଖି ବାହାରକୁ ଚାଲାଣ କରୁଥିଲେ। ଏନେଇ ପୁଲିସ ପାଖରେ ଖବର ଥିଲା। ଏହାପରେ ଭରତପୁର ଥାନା ପୁଲିସ୍ ଚଢ଼ାଉ କରିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com