ମନୋରଞ୍ଜନ

ସନଲିସା ପଟେଲଙ୍କ ଆନ୍ଦୋଳନ ପ୍ରତ୍ୟାହାର

ସନଲିସା ପଟେଲଙ୍କ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିବା ବେଳେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପାଇଁ ନୂଆ ନିୟମ ଆଣିବାକୁ ସରକାର ପଦକ୍ଷେପ ନେଇଛନ୍ତି।

ଓଡ଼ିଆ ଭାଷାରେ ପ୍ରସ୍ତୁତ ଚଳଚ୍ଚିତ୍ରର ପ୍ରୋତ୍ସାହନ ପାଇଁ ଚଳିତ ଆର୍ଥିକ ବର୍ଷରେ ନୂଆ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ନୀତି ଆସିବ। ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।ଚଳଚ୍ଚିତ୍ର ଶିଳ୍ପରେ ହେଉଥିବା ସମସ୍ୟା ଦିଗରେ ପ୍ରଯୋଜକ ନିର୍ଦ୍ଦେଶକ ଓ ବରିଷ୍ଠ କଳାକାରମାନେ ନିଜର ଅଭିଯୋଗ ଓ ପରାମର୍ଶ ରଖିଥିଲେ।

Related Articles

Back to top button