ରାଜନୀତି

ଡ୍ରୋନ୍ ସଖୀ ଯୋଜନାକୁ ମଧ୍ୟ ଅନୁମୋଦନ ମିଳିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଡ୍ରୋନ୍ ସଖୀ ଯୋଜନାକୁ ମଧ୍ୟ ଅନୁମୋଦନ ମିଳିଛି।

ଏହି ଯୋଜନାରେ ମହିଳାମାନଙ୍କୁ ଡ୍ରୋନ ଉଡାଇବା ପାଇଁ ପ୍ରଶିକ୍ଷଣ ଦିଆଯିବ । ଡ୍ରୋନ୍ ଉଡ଼ାଉଥିବା ମହିଳାଙ୍କୁ ମାସିକ ୧୫ ହଜାର ଟଙ୍କା ଓ ସହଯୋଗୀଙ୍କୁ ମାସିକ ୧୦ ହଜାର ଟଙ୍କା ଲେଖାଏଁ ଭତ୍ତା ଦିଆଯିବ। ଏହି ଯୋଜନା ୨୦୨୬ ପର୍ୟ୍ୟନ୍ତ ଚାଲିବ ଏବଂ ମୋଟ ଖର୍ଚ୍ଚ ୧୨୬୧ କୋଟି ଟଙ୍କା ହେବ ବୋଲି କୁହାଯାଇଛି।

Related Articles

Back to top button