Featuredଜାତୀୟରାଜନୀତି

ସାର୍ବଜନୀନ ହେବ ନାହିଁ ଯାଞ୍ଚ ଏଜେନ୍ସିର ଚାର୍ଜସିଟ୍ : ସୁପ୍ରିମକୋର୍ଟ

ପୋଲିସ, କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭଳି ଏଜେନ୍ସି ଦ୍ୱାରା ଦାୟର ହୋଇଥିବା ଚାର୍ଜସିଟକୁ ସାର୍ବଜନୀନ କରାଯିବ ନାହିଁ । ସୁପ୍ରିମକୋର୍ଟରେ ହୋଇଥିବା ପିଟିସନର ଶୁଣାଣି କରିବାକୁ କୋର୍ଟ ମନା କରିଦେଇଛନ୍ତି । ଜଷ୍ଟିସ ଏମଆର ଶାହ ଏବଂ ଜଷ୍ଟିସ ସିଟି ରବିକୁମାର ନିଜ ରାୟରେ କହିଛନ୍ତି, ଯଦି ଚାର୍ଜସିଟ୍ ସେହି ଲୋକଙ୍କୁ ଦିଆଯିବ ଯେଉଁମାନେ ମାମଲା ସହ ସମ୍ପର୍କିତ ନୁହେଁ ସେମାନେ ଏହାର ଦୁରୂପଯୋଗ କରିପାରନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com