ଜାତୀୟ

କୋର୍ଟର ଦ୍ବାରସ୍ଥ ହେବେ ଅରବିନ୍ଦ ଢାଲି

କୋର୍ଟର ଦ୍ବାରସ୍ଥ ହେବେ ଅରବିନ୍ଦ ଢାଲି। ବିଧାୟକ ପଦ ରଦ୍ଦ ଘଟଣାରେ କୋର୍ଟଙ୍କ ଦ୍ବାରସ୍ଥ ହେବେ ପୂର୍ବତନ ବିଜେଡି ବିଧାୟକ ତଥା ବର୍ତ୍ତମାନର ଜୟଦେବ ବିଧାନସଭା ଆସନର ବିଜେପି ପ୍ରାର୍ଥୀ ଅରବିନ୍ଦ ଢାଲି ।

ଭୁବନେଶ୍ବରରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ଏଭଳି କହିଛନ୍ତି ଢାଲି ।ତାଙ୍କ ବିରୋଧରେ ଏହା ଏକ ଏକପାଖିଆ ନିଷ୍ପତ୍ତି। ଜାଣିଶୁଣି ତାଙ୍କର ବିଧାନସଭା ପଦକୁ ରଦ୍ଦ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com