ଅନ୍ତର୍ଜାତୀୟ

ଖାଇବା ତେଲକୁ ଇନ୍ଧନ ଭାବରେ ବ୍ୟବହାର କରି ସମୁଦ୍ର ପାର୍‌

ଦୁନିଆରେ ପ୍ରଥମ ଥର ପାଇଁ ଏକ ଯାତ୍ରୀବାହୀ ବିମାନ ଖାଇବା ତେଲକୁ ଇନ୍ଧନ ଭାବରେ ବ୍ୟବହାର କରି ସମୁଦ୍ର ପାର୍‌ କରିଛି। ଏହି ବିମାନଟି ଉଡ଼ିବାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି।

ନଭେମ୍ବର ୨୮ରେ ବିଲିୟନେୟାର ବ୍ୟବସାୟୀ ରିଚାର୍ଡ ବ୍ରେନସନଙ୍କ ବର୍ଜିନ ଆଟଲାଣ୍ଟିକର ବୋଇଙ୍ଗ -୭୮୭ ଡ୍ରିମଲାଇନର୍‌ ବିମାନ ଲଣ୍ଡନର ହିଥ୍ରୋ ବିମାନବନ୍ଦରରୁ ଉଡାଣ ଭରିଥିଲା। ଏହା ଆଟଲାଣ୍ଟିକ ମହାସାଗର ପାର ହୋଇ ଆମେରିକାର ନ୍ୟୁୟର୍କର ଜେଏଫ୍‌କେ ବିମାନବନ୍ଦରରେ ପହଞ୍ଚିଛି।

Related Articles

Back to top button
WP Twitter Auto Publish Powered By : XYZScripts.com