ଓଡ଼ିଶା

ଓଡ଼ିଶା ହାଇକୋର୍ଟର ନାମ ପରିବର୍ତ୍ତନ

ଓଡ଼ିଶା ହାଇକୋର୍ଟର ନାମ ପରିବର୍ତ୍ତନ କରିବା ପାଇଁ ବର୍ତ୍ତମାନ ଆବେଦନ କରାଯାଇଛି । ନ୍ୟାୟିକ ବିଭାଗରେ ଏହି ନାମକୁ ବଦଳାଇବା ପାଇଁ ଆବେଦନ ହୋଇଛି ।

ଯାହା ବର୍ତ୍ତମାନ ଗୃହ ବିଭାଗର ମଧ୍ୟ ଦୃଷ୍ଟି ଆକର୍ଷଣ କରିଛି । ଭଦ୍ରକ ଜିଲ୍ଲାର ଜଣେ ଆଇନଜୀବୀ ଏ ନେଇ ଆବେଦନ କରିଛନ୍ତି । ଉଚ୍ଚ ନ୍ୟାୟାଳୟ ସମେତ ଅନ୍ୟାନ୍ୟ ନ୍ୟାୟିକ ବିଭାଗରେ ପ୍ରଚଳିତ ହେଉଥିବା ନାମକୁ ପରିବର୍ତ୍ତନ କରିବା ପାଇଁ ଭଦ୍ରକର ଆଇନଜୀବୀ କୁଳମଣି ବେହେରା ଆବେଦନ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com