Featuredଜାତୀୟ

ଡିସେମ୍ବରରୁ ଫେବୃୟାରୀ ପର୍ଯ୍ୟନ୍ତ ଅଧିକ ଶୀତ ଅନୁଭୂତ ହେବ ନାହିଁ

ଭାରତରେ ଆସିଯାଇଛି ଶୀତଦିନ । ଉତ୍ତର ଭାରତ ସହିତ ଦେଶର ବହୁ ଭାଗରେ ଥଣ୍ଡା ପଡିବା ଆରମ୍ଭ କରିଦେଇଛି । ବହୁ ସ୍ଥାନରେ କୁହୁଡି ବି ପଡିବା ଆରମ୍ଭ କଲାଣି ।

କିନ୍ତୁ ଏହାରି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ(IMD)ଶୀତକୁ ନେଇ କିଛି ଏପରି ଭବିଷ୍ୟବାଣୀ କରିଛି ଯାହାକୁ ନେଇ ସମସ୍ତଙ୍କ ମଧ୍ୟରେ ଚିନ୍ତା ଖେଳିଯାଇଛି । IMD ଅନୁସାରେ ଚଳିତ ବର୍ଷ ଶୀତର ମୁଖ୍ୟ ସମୟ ଅର୍ଥାତ୍ ଡିସେମ୍ବରରୁ ଫେବୃୟାରୀ ପର୍ଯ୍ୟନ୍ତ ଅଧିକ ଶୀତ ଅନୁଭୂତ ହେବ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com