ଅନ୍ତର୍ଜାତୀୟ

ଫ୍ରାଙ୍କ ୱାଲ୍ଟର ଷ୍ଟେନମେୟରଙ୍କୁ କତାରରେ ଅବତରଣ

ଜର୍ମାନ ରାଷ୍ଟ୍ରପତି ଫ୍ରାଙ୍କ ୱାଲ୍ଟର ଷ୍ଟେନମେୟରଙ୍କୁ କତାରରେ ଅବତରଣ କରିବା ପରେ ବିମାନରେ ଅଧ ଘଣ୍ଟା ଅପେକ୍ଷା କରିବାକୁ ପଡିଥିବା ବେଳେ ତାଙ୍କୁ ଏକ ଅସହଜ ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା।

ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଜର୍ମାନ ରାଷ୍ଟ୍ରପତି ଦୋହାରେ ଅବତରଣ କରିବା ପରେ ବିମାନର ଫାଟକରେ ହାତ ବାନ୍ଧି ଠିଆ ହୋଇଥିବା ଦେଖିବାକୁ ମିଳିଛି। ଘଟଣା ହେଲା ଜର୍ମାନ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ କତାରର ମନ୍ତ୍ରୀମାନେ ବିମାନ ବନ୍ଦରରେ ଠିକ ସମୟରେ ପହଞ୍ଚି ନ ଥିଲେ। ଫଳରେ ସେ ବିମାନରୁ ଓହ୍ଲାଇବାକୁ ବିଳମ୍ବ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com