Featuredଅନ୍ତର୍ଜାତୀୟ
ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚିନ୍ତା ବ୍ୟକ୍ତ କରିଛନ୍ତି
ଋଷିଆ-ୟୁକ୍ରେନ ସଂଘର୍ଷକୁ ଦେଢ ବର୍ଷରୁ ଅଧିକ ପୁରିଥିବାବେଳେ ଏଥିରେ ୩ ଲକ୍ଷର ଅଧିକ ଲୋକ ନିହତ ହୋଇଛନ୍ତି। ପ୍ରାୟ ୮ରୁ ୯ ଲକ୍ଷ ଲୋକ ଦେଶ ଛାଡି ପଳାୟନ କରିଛନ୍ତି। ସେହିପରି ଦେଶରେ ଆର୍ଥିକ ଗିତିବିଧି ମଧ୍ୟ ଭୁଷୁଡି ପଡିଛି।
ଯୁବପିଢିଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଦେଶରେ ଅର୍ଥନୀତି ଉପରେ ମଧ୍ୟ ପ୍ରଭାବ ପଡୁଛି। ତେବେ ଯୁଦ୍ଧରେ ଏତେ ସଂଖ୍ୟକ ଲୋକଙ୍କ ପ୍ରାଣହାନି ଯୋଗୁ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚିନ୍ତା ବ୍ୟକ୍ତ କରିଛନ୍ତି। ସେ ଦେଶର ପ୍ରତି ମହିଳାଙ୍କୁ ୮ଟି ଶିଶୁ ଜନ୍ମ କରିବାକୁ ପରାମର୍ଶ ଦେଇଛନ୍ତି।