ସ୍ୱାସ୍ଥ୍ୟ

୮ହଜାର ୬୭୩ ଜଣ ଏଡ୍ସ ରୋଗୀଙ୍କ ପତ୍ତା ମିଳୁନି

ରାଜ୍ୟରେ ପଞ୍ଜିକୃତ ୮ହଜାର ୬୭୩ ଜଣ ଏଡ୍ସ ରୋଗୀଙ୍କ ପତ୍ତା ମିଳୁନି। ୨୦୦୨ ମସିହାରୁ ଆଜି ଯାଏ ମିଳିଥିବା NACP ତଥ୍ୟରୁ ଏହା ଜଣାପଡ଼ିଛି ।

ଏହି ଏଡ୍ସ ରୋଗୀମାନେ ନିଜ ପରିଚୟ ଲୁଚାଇବାକୁ ଫୋନ ନମ୍ବର ଓ ଠିକଣା ଭୁଲ ଦେଇଛନ୍ତି। ସେମାନଙ୍କ ଭିତରୁ କେତେଜଣ ବାହାର ରାଜ୍ୟକୁ ପଳାଇ ଥାଇ ପାରନ୍ତି ବୋଲି କୁହାଯାଉଛି। ତେବେ ଓଡ଼ିଶାରେ ଏଡ୍ସ ରୋଗୀଙ୍କ ସଂଖ୍ୟା ସେତେଟା ବଢୁନି। ବାର୍ଷିକ ପ୍ରାୟ ୩ ହଜାର ରୋଗୀ ଚିହ୍ନଟ ହେଉଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com