ସ୍ୱାସ୍ଥ୍ୟ

ଏଣିକି ରୋଗୀ ବିଏସ୍‌‌କେୱାଇ ପଞ୍ଜିକୃତ ଡାକ୍ତରଖାନାରେ ଶଯ୍ୟା ଖୋଜି ଖୋଜି ନୟାନ୍ତ ହେବେ ନାହିଁ କିମ୍ବା ଚିକିତ୍ସା ବିଳମ୍ବିତ ହେବ ନାହିଁ।

ଏଣିକି ରୋଗୀ ବିଏସ୍‌‌କେୱାଇ ପଞ୍ଜିକୃତ ଡାକ୍ତରଖାନାରେ ଶଯ୍ୟା ଖୋଜି ଖୋଜି ନୟାନ୍ତ ହେବେ ନାହିଁ କିମ୍ବା ଚିକିତ୍ସା ବିଳମ୍ବିତ ହେବ ନାହିଁ। ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ସମସ୍ତ ପଞ୍ଜିକୃତ ଡାକ୍ତରଖାନାର ଶଯ୍ୟାର ଅନ୍‌‌ଲାଇନ୍‌‌ ମ୍ୟାପିଂ କରାଯିବ।

ଫଳରେ ମୋବାଇଲ୍‌‌ରେ ଆପ୍‌‌ ବ୍ୟବହାର କରି କେଉଁ ଡାକ୍ତରଖାନାରେ ଶଯ୍ୟା କିମ୍ବା ଆଇସିୟୁ ଖାଲି ଅଛି ତାହା ତୁରନ୍ତ ଜଣାପଡ଼ିବ। ଫଳରେ ରୋଗୀ ତୁରନ୍ତ ସେଠାରେ ପହଞ୍ଚିବେ ଆଉ ଶୀଘ୍ର ତାଙ୍କର ଚିକିତ୍ସା ଆରମ୍ଭ ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com