ମନୋରଞ୍ଜନ

୨୦୧୭ରେ କପିଲ ଏବଂ ସୁନୀଲଙ୍କ ମଧ୍ୟରେ ଏକ ଫ୍ଲାଇଟରେ ଝଗଡା ହୋଇଥିଲା

‘ଦି କପିଲ ଶର୍ମା ଶୋ’ର ପ୍ରସିଦ୍ଧ ଡା. ଗୁଲାଟି ଚରିତ୍ରରେ ନଜର ଆସୁଥିବା ସୁନୀଲ ଗ୍ରୋଭର ପୁଣି କପିଲ ଶର୍ମାଙ୍କ ସହିତ ନଜର ଆସିବେ। ଦୀର୍ଘ ଦିନର ଲଢେଇ ପରେ ଦୁଇ ଷ୍ଟାର କମେଡିଆନ ନେଟଫ୍ଲିକ୍ସର ଏକ ନୂଆ ପ୍ରୋଜେକ୍ଟ ପାଇଁ ଏକାଠି ହୋଇଛନ୍ତି।

କପିଲ ନିଜେ ସେମାନଙ୍କର ପ୍ରଶଂସକଙ୍କୁ ଏହି ସପ୍ରାଇଜ ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୧୭ରେ କପିଲ ଏବଂ ସୁନୀଲଙ୍କ ମଧ୍ୟରେ ଏକ ଫ୍ଲାଇଟରେ ଝଗଡା ହୋଇଥିଲା। ଏହାପରେ ସୁନୀଲ କପିଲଙ୍କ ଶୋ ଛାଡି ଦେଇଥିଲେ।

Related Articles

Back to top button