ମନୋରଞ୍ଜନ

ରଣବୀର କପୁର ବ୍ଲକବଷ୍ଟର ସିନେମା ‘ସଞ୍ଜୁ’ରେ ଚମତ୍କାର ଅଭିନୟ କରିଥିଲେ

ବଲିଉଡ ଅଭିନେତା ରଣବୀର କପୁର ୨୦୧୮ରେ ଆସିଥିବା ବ୍ଲକବଷ୍ଟର ସିନେମା ‘ସଞ୍ଜୁ’ରେ ଚମତ୍କାର ଅଭିନୟ କରିଥିଲେ। ଫିଲ୍ମ ସମୀକ୍ଷକଙ୍କଠାରୁ ଆରମ୍ଭ କରି ଦର୍ଶକେ ଏହାକୁ ବେଶ ପସନ୍ଦ କରିଥିଲେ।

ଫିଲ୍ମଟି ସୁପରଷ୍ଟାର ସଞ୍ଜୟ ଦତ୍ତଙ୍କ ଜୀବନ ଉପରେ ପର୍ଯ୍ୟବଶିତ ଥିଲା। ପରଦାରେ ରଣବୀର ଅନସ୍କ୍ରିନ ସଞ୍ଜୟଙ୍କ ଭୂମିକା ତୁଲାଇଥିଲେ। ହେଲେ ନିକଟରେ ଏହାର ପ୍ରଯୋଜକ ଫିଲ୍ମକୁ ନେଇ ବଡ଼ ଖୁଲାସା କରିଛନ୍ତି। ‘ସଞ୍ଜୁ’ ଲାଗି ରଣବୀର କପୁର ନୁହନ୍ତି ବରଂ ରଣବୀର ସିଂ ତାଙ୍କର ପ୍ରଥମ ପସନ୍ଦ ଥିଲେ ବୋଲି ସେ କହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com