ମନୋରଞ୍ଜନ

ଅଭିଷେକ ବଚ୍ଚନ ଏବଂ ବୋହୂ ଐଶ୍ୱର୍ଯ୍ୟା ରାୟଙ୍କ ସମ୍ପର୍କରେ ଫାଟ

ବିଗ୍‌ବି ଅମିତାଭ ବଚ୍ଚନଙ୍କ ଘରେ ସବୁକିଛି ଠିକ୍‌ ଚାଲିନାହିଁ। କିଛି ଦିନ ଧରି ପୂଅ ତଥା ଅଭିଷେକ ବଚ୍ଚନ ଏବଂ ବୋହୂ ଐଶ୍ୱର୍ଯ୍ୟା ରାୟଙ୍କ ସମ୍ପର୍କରେ ଫାଟ ନେଇ ଖବର ଶୁଣିବାକୁ ମିଳୁଛି।

ଏମିତିରେ ଏବେ ଅମିତାଭ ବୋହୂରାଣୀଙ୍କୁ ସୋସିଆଲ ମିଡିଆରେ ଅନ୍‌ଫଲୋ କରିବା ଘଟଣା ଚର୍ଚ୍ଚାକୁ ବଢ଼ାଇଛି। ଇନଷ୍ଟାଗ୍ରାମରେ ଅମିତାଭଙ୍କ ଫଲୋଇଂ ତାଲିକାରେ ଐଶ୍ୱର୍ଯ୍ୟା ନାହାନ୍ତି। ଏଣୁ ସେ ତାଙ୍କୁ ଅନଫଲୋ କରିଦେଇଛନ୍ତି। ସେହିଭଳି ଐଶ୍ୱର୍ଯ୍ୟାଙ୍କ ଫଲୋଇଂ ତାଲିକାରେ ଅମିତାଭ ନ ଥିବା ଦେଖାଯାଇଛି। ଏମିତିରେ ବଚ୍ଚନ ପରିବାରର ପୁଅବୋହୂ ଅଲଗା ହେବାକୁ ଯାଉଥିବା କୁହାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com