ଜାତୀୟ

ଭାରତର ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର ସମସ୍ତ ଶନିବାରକୁ ସରକାରୀ ଛୁଟି ଘୋଷଣା

ଭାରତର ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର ସମସ୍ତ ଶନିବାରକୁ ସରକାରୀ ଛୁଟି ଘୋଷଣା କରିବାକୁ ଆନୁଷ୍ଠାନିକ ଭାବେ ପ୍ରସ୍ତାବ ଦେଇଛି ବୋଲି ସଂସଦରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

୫ ଦିନିଆ କାର୍ଯ୍ୟ ସପ୍ତାହ କାର୍ଯ୍ୟକାରୀ କରିବାକୁ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ଦାବି କରିଥିବା ପ୍ରଶ୍ନର ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କରାଡ଼ କହିଛନ୍ତି ଯେ ଆଇବିଏ ପ୍ରକୃତରେ ଏ ନେଇ ଏକ ପ୍ରସ୍ତାବ ଦେଇଛି। ୨୦୧୫ ମସିହାରୁ ଭାରତରେ ବ୍ୟାଙ୍କଗୁଡ଼ିକ ପ୍ରତ୍ୟେକ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ସରକାରୀ ଛୁଟି ନେଇ ଆସୁଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com