ଅନ୍ତର୍ଜାତୀୟ

ଆଣ୍ଡ୍ରଏଡ ଓ୍ବେଟର୍ସ ନାମକୁ ଜଣେ ମହିଳା ପୁରା ରୋବଟଟି ଭଳି ଦେଖାଯାଉଛି

ଚାଇନାର ଚୋଙ୍ଗକିଙ୍ଗରେ ହଟପଟ ନାମକ ଏକ ରେଷ୍ଟୁରାଣ୍ଟରେ ଆଣ୍ଡ୍ରଏଡ ଓ୍ବେଟର୍ସ ନାମକୁ ଜଣେ ମହିଳା କାମ କରୁଛନ୍ତି। ସେ ପୁରା ରୋବଟଟି ଭଳି ଦେଖାଯାଉଛି। ରୋବଟଙ୍କ ଭଳି ଦେଖାଯାଉଥିବା ଏହି ମହିଳା ଗ୍ରାହକଙ୍କୁ ରେଷ୍ଟୁରାଣ୍ଟକୁ ଯେପରି ସ୍ବାଗତ କରୁଛି ଓ ଅର୍ଡର ନେଉଛି ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

କାରଣ ମହିଳାଜଣକୁ ନିଜ ଟ୍ୟାଲେଣ୍ଟ ବଳରେ ରୋବଟ ଭଳି ବ୍ୟବହାର କରୁଛନ୍ତି। ଏହି ମହିଳା ହେଉଛନ୍ତି ୨୬ବର୍ଷିୀୟ କିନ। ଯିଏକି ଏହି ରେଷ୍ଟୁରାଣ୍ଟର ମାଲିକାଣୀ ଅଟନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com