ମନୋରଞ୍ଜନ

ବିଗ୍ ବସ୍-୧୩ ରେ ହିମାନ୍ସି ଖୁରାନା ଏବଂ ଅସୀମ ରିଆଜ ମଧ୍ୟରେ ଲଭ ସମ୍ପର୍କ

ରିୟାଲିଟି ଶୋ ବିଗ୍ ବସ୍-୧୩ ରେ ହିମାନ୍ସି ଖୁରାନା ଏବଂ ଅସୀମ ରିଆଜ ମଧ୍ୟରେ ଲଭ ସମ୍ପର୍କ ଆରମ୍ଭ ହୋଇଥିଲା। ଏବେ ଦୁହିଁଙ୍କ ରାସ୍ତା ଅଲଗା ହୋଇଯାଇଛି।

ହିମାନ୍ସି ସୋସିଆଲ ମିଡିଆରେ ଏକ ପୋଷ୍ଟ କାରୀଣିଜର ପ୍ରଶଂସକ ମାନଙ୍କୁ ଏହି ସୂଚନା ଦେଇଛନ୍ତି। ୩ ବର୍ଷର ସମ୍ପର୍କ ପରେ ଦୁହେଁ ଆପୋଷ ବୁଝାମଣାରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ହିମାନ୍ସି ଏହି ପୋଷ୍ଟ ପରେ ଅସୀମ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com