ଅନ୍ୟାନ୍ୟ

ଅକ୍ଟୋବର ମାସ ପାଇଁ ପ୍ରକାଶ ପାଇଥିବା ସାମଗ୍ରିକ ବର୍ଗର ଡେଲ୍‌‌ଟା

ଅକ୍ଟୋବର ମାସ ପାଇଁ ପ୍ରକାଶ ପାଇଥିବା ସାମଗ୍ରିକ ବର୍ଗର ଡେଲ୍‌‌ଟା ରାଙ୍କିଙ୍ଗ୍‌ରେ ରାୟଗଡ଼ା ଜିଲ୍ଲା ଚମକପ୍ରଦ ପ୍ରଦର୍ଶନ କରିଛି। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଜଳସେଚନ, ଭିତ୍ତିଭୂମି ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଆଦି ୫ଟି ମାନଦଣ୍ଡକୁ ନେଇ ଏହି ସାମଗ୍ରିକ ରାଙ୍କିଙ୍ଗ୍‌ ପ୍ରକାଶ ପାଉଥିବା ବେଳେ ଏଥିରେ ରାୟଗଡ଼ା ପୂରା ଦେଶରେ ପ୍ରଥମସ୍ଥାନ ଅଧିକାର କରିଛି।

ଅନୁରୂପ ଭାବରେ ନୂଆପଡ଼ାକୁ ସାରା ଦେଶରେ ମିଳିଛି ୩ୟ ସ୍ଥାନ। ନୀତି ଆୟୋଗର ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ଚମ୍ପିଆନ ଅଫ୍‌‌ ଚେଞ୍ଜ ଡ୍ୟାସବୋର୍ଡରେ ବିସ୍ତୃତ ତଥ୍ୟ ପ୍ରକାଶ ପାଇଛି।

Related Articles

Back to top button