ମନୋରଞ୍ଜନ

ଆଲିଆ ଭଟ୍ଟ ଡିସେମ୍ବର ୭ରେ ସୌଦି ଆରବରେ

ଆଲିଆ ଭଟ୍ଟ ଡିସେମ୍ବର ୭ରେ ସୌଦି ଆରବରେ ରେଡ ସି ଇଣ୍ଟର ନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇଥିଲେ। ଇଭେଣ୍ଟର ସମାପନ ସମାରୋହର ରେଡ କାର୍ପେଟରେ ଏକ ଚମତ୍କାର ଗାଉନରେ ଏହି ଷ୍ଟାରଙ୍କୁ ଦେଖିବାକୁ ମିଳିଥିଲା।

ଆଲିଆଙ୍କ ଅନେକ ଫଟୋ ଏବଂ ଭିଡିଓ ତାଙ୍କ ଅନଲାଇନ ଫ୍ୟାନ ପେଜରେ ଶେୟାର କରାଯାଇଛି । ରେଡ କାର୍ପେଟ ଉପରେ ଆଲିଆ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେ ନିଜକୁ ଗର୍ବିତ ଏବଂ ଗୌରବାନ୍ବିତ ମନେ କରିଛନ୍ତି।

Related Articles

Back to top button