ଅନ୍ତର୍ଜାତୀୟ

ଜୋର୍ଡାନର ରାଜା ଅବଦୁଲ୍ଲାଙ୍କ ସହ ଗାଜାରେ ଅଧିକ ସହାୟତା ବିଷୟରେ କଥାବାର୍ତ୍ତା କରିଛନ୍ତି

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଏବଂ ଜୋର୍ଡାନର ରାଜା ଅବଦୁଲ୍ଲାଙ୍କ ସହ ଗାଜାରେ ଅଧିକ ସହାୟତା ବିଷୟରେ କଥାବାର୍ତ୍ତା କରିଛନ୍ତି।

ଏଥିସହ ସାଧାରଣ ନାଗରିକଙ୍କ ସୁରକ୍ଷା ଉପରେ ବାଇଡେନ ଗୁରୁତ୍ୱାରୋପ କରିଥିଲେ ଏବଂ ହମାସ୍‌ଠାରୁ ଜନସଂଖ୍ୟାକୁ ପୃଥକ୍‌ କରିବା ପାଇଁ ଏକ ନିରାପଦ କରିଡର ଆହ୍ବାନ କରିଥିଲେ। ଇସ୍ରାଏଲର ନେତା ନେତାନ୍ୟାହୁଙ୍କୁ ବାଇଡେନ ଜୋର୍‌ ଦେଇଛନ୍ତି, ଗାଜାରେ ଅଧିକ ସହାୟତା ଆବଶ୍ୟକ।

Related Articles

Back to top button