Breaking Newsଅନ୍ତର୍ଜାତୀୟସ୍ୱାସ୍ଥ୍ୟ

ହସ୍ପିଟାଲ ଛାଡିବାକୁ ଏକ ଘଣ୍ଟା

ଗାଜାର ଅଲ-ଶିଫା ହସ୍ପିଟାଲର ଜଣେ ଡାକ୍ତର କହିଛନ୍ତି ଯେ, ଇସ୍ରାଏଲ ସେମାନଙ୍କୁ ହସ୍ପିଟାଲ ଛାଡିବାକୁ ଏକ ଘଣ୍ଟା ସମୟ ଦେଇଛି।

ନ୍ୟୁଜ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ , ଅଲ-ଶିଫା ହସ୍ପିଟାଲରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ଅଲ-ରସିଦ ଷ୍ଟିଟ୍‌ରୁ ବାହାର କରିବା ପାଇଁ ଇସ୍ରାଏଲ ସେନା ମାତ୍ର ଏକ ଘଣ୍ଟା ସମୟ ଦେଇଛି।

ଡାକ୍ତରମାନେ କହିଛନ୍ତି ଯେ ଏକ ଘଣ୍ଟା ମଧ୍ୟରେ ସମସ୍ତଙ୍କୁ ଡାକ୍ତରଖାନାରୁ ବାହାର କରିବା ଅସମ୍ଭବ, ବିଶେଷ କରି ରୋଗୀ ଏବଂ ଶିଶୁମାନଙ୍କୁ ଦକ୍ଷିଣକୁ ସ୍ଥାନାନ୍ତର କରିବା ପାଇଁ ସେମାନଙ୍କର ଆମ୍ବୁଲାନ୍ସ ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com