Breaking NewsFeaturedସ୍ୱାସ୍ଥ୍ୟ

ବହୁ ପ୍ରଚଳିତ ପେନ କିଲର “ମେଫଟାଲ” ପାଇଁ ଆଲର୍ଟ ଜାରି

ବହୁ ପ୍ରଚଳିତ ପେନ କିଲର “ମେଫଟାଲ” ପାଇଁ ଆଲର୍ଟ ଜାରି। ଏନେଇ ଆଜି ଇଣ୍ଡିଆନ ଫାର୍ମାକୋପିଆ କମିଶନଙ୍କ ପକ୍ଷରୁ ଆଲର୍ଟ ଜାରି କରାଯାଇଥିବା ଦେଖିବାକୁ ମିଳିଛି। ଏହା ସେବନ ଦ୍ୱାରା ପାର୍ଶ୍ଵପ୍ରତିକ୍ରିୟା ପ୍ରକାଶ ପାଉଥିବା ନେଇ ଆଲର୍ଟ ଜାରି କରାଯାଇଥିବା ସୂଚନା ମିଳିଛି।

ସୂଚନା ଥାଉକି, ଋତୁସ୍ରାବଜନିତ ଯନ୍ତ୍ରଣା ଉପଶମ ପାଇଁ ଏହି ପେନ କିଲର “ମେଫଟାଲ” ବହୁଳ ବ୍ୟବହାର ହୋଇଥାଏ। ସେହିପରି ଆଣ୍ଠୁଗଣ୍ଠି ଯନ୍ତ୍ରଣା ଏବଂ ଦାନ୍ତ ବିନ୍ଧା ପାଇଁ ମଧ୍ୟ ପ୍ରାୟ ସେବନ କରାଯାଉଥିବା ଦେଖିବାକୁ ମିଳେ।

Related Articles

Back to top button
WP Twitter Auto Publish Powered By : XYZScripts.com