Featured

ଇରାନରେ ୯୦୦ ଛାତ୍ରୀଙ୍କୁ ଦିଆଯାଇଛି ବିଷ

ଇରାନରେ ୯୦୦ରୁ ଅଧିକ ସ୍କୁଲ ଛାତ୍ରୀଙ୍କୁ ବିଷ ଦିଆଯାଇଥିବା ଏକ ସୂତ୍ରରୁ ଖବର ପ୍ରକାଶ ପାଇଛି । ଖବର ଅନୁସାରେ, ପାଖାପାଖି ୫ଟି ସ୍କୁଲକୁ ଟାର୍ଗେଟ କରାଯାଇଛି । ୫୦ଟି ସ୍କୁଲରେ ୯୦୦ରୁ ଅଧିକ ଛାତ୍ରୀଙ୍କୁ ବିଷ ଦିଆଯାଇଥିବା ଖବର ସାରା ଦେଶକୁ ଦୋହଲାଇ ଦେଇଛି । ଆଉ ଏହି ଘଟଣା ଅଭିଭାବକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି ।

ଇରାନରେ ମହିଳାଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନ ବଢିବାରେ ଲାଗିଛି । ଗତ କିଛିଦିନ ତଳେ ଖବର ପ୍ରକାଶ ପାଇଥିଲା, ସ୍କୁଲ ବନ୍ଦ କରିବା ପାଇଁ ଛାତ୍ରୀଙ୍କୁ ବିଷ ଦିଆଯାଇଥିଲା । ଯେଉଁଥିରେ ଅନେକ ଛାତ୍ରୀ ଗୁରୁତର ହୋଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com