ମନୋରଞ୍ଜନ

ଫିଲ୍ମ ‘ଆନିମଲ’ ପ୍ରେକ୍ଷାଳୟରେ ଇତିହାସ ରଚିବା‌ରେ ଲାଗିଛି

ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆନିମଲ’ ପ୍ରେକ୍ଷାଳୟରେ ଇତିହାସ ରଚିବା‌ରେ ଲାଗିଛି। ଅନେକ ଫିଲ୍ମର ରିଲିଜ୍ ଦିନ ଦର୍ଶକଙ୍କ ଭିଡ଼ ଜମୁନଥିବା ବେଳେ ୧୦ମ ଦିନରେ ବି ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଅଭିନୀତ ଚଳଚ୍ଚିତ୍ର ଦେଖିବାକୁ ବହୁତ ଭିଡ଼ ଜମିଥିବା ଦେଖାଯାଇଥିଲା।

ଦର୍ଶକଙ୍କ ଭଲପାଇବା ପାଇଁ ଏବେ ‘ଆନିମଲ’ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଛି। କୁହାଯାଉଛି ଯେ, ଏବେ ସୁଦ୍ଧା ଫିଲ୍ମଟି ୭୦୦କୋଟି ପାର୍ କରିସାରିଲାଣି ।

Related Articles

Back to top button