ଅନ୍ତର୍ଜାତୀୟ

କ୍ରୁଜ କ୍ଷେପଣାସ୍ତ୍ର ସହିତ ଏକ ବ୍ୟବସାୟିକ ବା କମର୍ସିଆଲ ଜାହାଜ ଉପରେ ଆକ୍ରମଣ

ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ କ୍ରୁଜ କ୍ଷେପଣାସ୍ତ୍ର ସହିତ ଏକ ବ୍ୟବସାୟିକ ବା କମର୍ସିଆଲ ଜାହାଜ ଉପରେ ଆକ୍ରମଣ କରିଛନ୍ତି। ଆମେରିକାର ପ୍ରତିରକ୍ଷା ଅଧିକାରୀମାନେ ଦାବି କରିଛନ୍ତି ଯେ ହୁତି ବିଦ୍ରୋହୀମାନେ ୟେମେନରୁ ଏହି କ୍ଷେପଣାସ୍ତ୍ର ଉତକ୍ଷେପଣ କରିଛନ୍ତି।

ନ୍ୟୁଜ ଏଜେନ୍ସି ରଏଟର୍ସ ଅନୁଯାୟୀ ଏହି ଆକ୍ରମଣ ଏକ ବ୍ୟବସାୟିକ ଟ୍ୟାଙ୍କର ଜାହାଜରେ ନିଆଁ ଲଗାଇ ଦେଇଛି। ତେବେ ଏଥିରେ କୌଣସି କ୍ଷୟକ୍ଷତିର ଖବର ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com