ଓଡ଼ିଶା

୨୦୨୪ ଲୋକସଭା ନିର୍ବାଚନରେ ବିଜେଡିକୁ ୧୨ ରୁ ୧୪ ଆସନ ମିଳିବାର ସମ୍ଭାବନା ରହିଛି

୨୦୨୪ ଲୋକସଭା ନିର୍ବାଚନରେ ଓଡ଼ିଶାରେ ବାଜିମାତ କରିବ ବିଜେଡି । ଟାଇମ୍ସ ନାଓ ସର୍ଭେ ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ସର୍ଭେ ଅନୁସାରେ, ୨୦୨୪ ଲୋକସଭା ନିର୍ବାଚନରେ ବିଜେଡିକୁ ୧୨ ରୁ ୧୪ ଆସନ ମିଳିବାର ସମ୍ଭାବନା ରହିଛି ।

୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ୧୨ ଟି ଆସନ ପାଇଥିଲା ବେଳେ ବିଜେପି ୮ ଟି ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିଥିଲା । ଅନ୍ୟ ରାଜ୍ୟର ଆଂଚଳିକ ଦଳ ତୁଳନାରେ ଓଡ଼ିଶାରେ ବିଜେଡିର ବେଶ୍ ଦବଦବା ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com