ମନୋରଞ୍ଜନ

ଅଭିନେତା ଶ୍ରେୟାସ ତାଲପଡେଙ୍କୁ ଆସିଛି ହୃଦଘାତରେ

ଅଭିନେତା ଶ୍ରେୟାସ ତାଲପଡେଙ୍କୁ ଆସିଛି ହୃଦଘାତରେ। ମୁମ୍ବାଇର ଆନ୍ଧେରିର ବେଲେଭ୍ୟୁ ହସ୍ପିଟାଲରେ ୪୭ବର୍ଷିୟ ଶ୍ରେୟାସଙ୍କୁ ଭର୍ତ୍ତି କରାଯାଇଛି। ହୃଦଘାତ ପରେ ଶ୍ରେୟାସଙ୍କ ଉପରେ ଆଞ୍ଜିଓପ୍ଲାଷ୍ଟି ମଧ୍ୟ କରାଯାଇଥିଲା।

ଶ୍ରେୟସ୍ ହସ୍ପିଟାଲରେ ଅଛନ୍ତି ଏବଂ ଆଞ୍ଜିଓପ୍ଲାଷ୍ଟି କରିଛନ୍ତି ବୋଲି ଡାକ୍ତରଖାନା ନିଶ୍ଚିତ କରିଛି। ଶ୍ରେୟସ୍ ତାଙ୍କର ନୂଆ ଚଳଚ୍ଚିତ୍ର ‘ୱେଲକମ ଟୁ ଜଙ୍ଗଲ’ ​​ସୁଟିଂ କରୁଥିଲେ। ସୁଟିଂ ସାରି ସେ ଘରେ ପହଞ୍ଚିବା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com