ରାଜନୀତି

ଜନତାଙ୍କଠାରୁ ଚାନ୍ଦା ଆଦାୟ

ଜନତାଙ୍କଠାରୁ ଚାନ୍ଦା ଆଦାୟ ପାଇଁ ‘ଦେଶ ପାଇଁ ଦାନ’ ଅଭିଯାନ ଆରମ୍ଭ କରିବ କଂଗ୍ରେସ। ମହାତ୍ମା ଗାନ୍ଧୀଙ୍କ ‘ତିଳକ ସ୍ୱରାଜ ପାଣ୍ଠି’ ୧୯୨୦-୨୧ରୁ ଅନୁପ୍ରେରିତ ହୋଇ ଚଳିତ ମାସ ୧୮ ତାରିଖରୁ ଏହି ଅଭିଯାନ ଆରମ୍ଭ କରିବ।

ଗଣମାଧ୍ୟମକୁ ସମ୍ବୋଧନ କରି କଂଗ୍ରେସ ନେତା କେସି ଭେନୁଗୋପାଳ ଏବଂ ଏବଂ ଅଜୟ ମାକେନ ଏହି ଘୋଷଣା କରିଛନ୍ତି।ଦେଶର ବିଭିନ୍ନ ସ୍ଥାନରେ ଦଳ ପକ୍ଷରୁ ଏହି ଅଭିଯାନ କରାଯିବ।

Related Articles

Back to top button