କ୍ରୀଡ଼ା

ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା

ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବାରୁ କ୍ରିକେଟ ପ୍ରେମି ପସନ୍ଦ କରୁନାହାନ୍ତି ।

ରୋହିତ ଶର୍ମାଙ୍କୁ ଅଧିନାୟକତ୍ୱରୁ ହଟାଯିବା ପରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ପ୍ରଶଂସକମାନେ ମୁମ୍ବାଇ ଇଣ୍ଡିଆନ୍ସର ଜର୍ସି ଏବଂ କ୍ୟାପ ଜଳୁଥିବା ଦେଖାଯାଉଛି। ପ୍ରଶଂସକମାନେ ଏମ.ଆଇ.କୁ ’ବୟକଟ’କରିବା ମୁଡରେ ନଜର ଆସିଛନ୍ତି।

Related Articles

Back to top button