ମନୋରଞ୍ଜନ

ଲୋକପ୍ରିୟ ଟେଲିଭିଜନ ଧାରାବାହିକ ‘ମହାଭାରତ’ର ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ନିତିଶ ଭରଦ୍ୱାଜ ନିଜ ସ୍ତ୍ରୀ ବିରୋଧରେ ଅଭିଯୋଗ ଆଣି ଏବେ ଚର୍ଚ୍ଚାରେ ଅଛନ୍ତି

ଲୋକପ୍ରିୟ ଟେଲିଭିଜନ ଧାରାବାହିକ ‘ମହାଭାରତ’ର ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ନିତିଶ ଭରଦ୍ୱାଜ ନିଜ ସ୍ତ୍ରୀ ବିରୋଧରେ ଅଭିଯୋଗ ଆଣି ଏବେ ଚର୍ଚ୍ଚାରେ ଅଛନ୍ତି।

କିଛିଦିନ ପୂର୍ବରୁ ସେ କରିଥିବା ଅଭିଯୋଗକୁ ନେଇ ତାଙ୍କ ଆଇଏଏସ ପତ୍ନୀ ସ୍ମିତା ଗାଟେ ମୁହଁ ଖୋଲିଛନ୍ତି। ନିତିିଶଙ୍କ ବିରୋଧରେ ସେ ପାଲଟା ଅଭିଯୋଗ ଆଣିଥିବାବେଳେ ସେ ଭିକ୍ଟିମ କାର୍ଡ ଖେଳୁଥିବାର କହିଛନ୍ତି। ପିଲାଙ୍କ ପାଇଁ କାନ୍ଦୁଥିବା ନିତିଶ ଥରୁଟିଏ ବି ପିଲାଙ୍କ ସ୍କୁଲ ଫି ଦେଉ ନ ଥିବା ସେ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com